ଓଡିଶା

୨୯ରୁ ଯୁକ୍ତ ଦୁଇରେ ନାମଲେଖା

(ଭୁବନେଶ୍ୱର) :  ମେ ୨୯ ତାରିଖରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାନୁଯାୟୀ , ଏଥିରେ କୁହାଯାଇଛି ଯେ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର ଶେଷ ତାରିଖ ଜୁନ୍ ୨୦। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁନ ୨୮ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ।

Related posts

ନିର୍ବାଚନ ଆସିଲେ ସରକାରଙ୍କ ଘାଷଣା ରାଜନୀତି

mahabharatanews

ପୁଣି ଶବକୁ ଅସମ୍ନାନ ମହାପ୍ରୟାଣ ଗାଡି ନ ଦେବାରୁ କାନ୍ଧରେ ବୋହିଲେ ପରିବାରବର୍ଗ

mahabharatanews

ଆଜି ପବିତ୍ର ମହାଳୟା ଅମାବାସ୍ୟା

mahabharatanews