ଭାରତ

ଗିନିସ ବୁକ୍‌ରେ ସ୍ଥାନ ପାଇଲା ରାମଚରିତମାନସ

(ବାରାଣସୀ) : ଆଜିକାଲି ଯୁବପିଢ଼ିମାନେ ବିଭିନ୍ନ ପ୍ରକାରର କଳାକୌଶଳ ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରୁଛନ୍ତି । ତେବେ ଏହି କ୍ରମରେ ବାରାଣସୀର ଡ ଜଗଦୀଶ ପିଲାଇ ଶ୍ରୀରାମଚରିତମାନସକୁ ୧୩୮ ଘଣ୍ଟା ୪୧ ମିନିଟ୍‌ ଓ ୨ ସେକେଣ୍ଡରେ ଗାଇ ବିଶ୍ବର ଦୀର୍ଘତମ ଗୀତ ଗାଇବାରେ ଗିନିସ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି।

ସୂଚନାନୁଯାୟୀ , ଶ୍ରୀରାମଚରିତମାନସ ମଧ୍ୟ ବିଶ୍ବର ଦୀର୍ଘତମ ଗୀତର ମାନ୍ୟତା ପାଇଛି। ଦୀର୍ଘ ପାଞ୍ଚବର୍ଷ ଧରି ବିଶ୍ବର ୧୦୦ରୁ ଅଧିକ ଅଫିସିଆଲ ଅଡିଓ ଚାନେଲରେ ଶ୍ରୀରାମଚରିତମାନସ ଗାଇବା ପରେ ଡ ପିଲାଇ ଗିନିସ ବୁକ୍‌ରେ ନିଜର ନାମ ପଞ୍ଜୀକୃତ କରିପାରିଛନ୍ତି।

Related posts

ରଣବୀର ସିଂହଙ୍କ “ଧୁରନ୍ଧର”ର ଟ୍ରେଲର ହେଲା ରିଲିଜ

mahabharatanews

ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିୱାଲ

mahabharatanews

୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ

mahabharatanews