ଓଡିଶା

ଜୁନ୍‌ରେ ନକ୍ସଲ ବିରୋଧୀ ଅଭିଯାନ

(ଓଡ଼ିଶା):  ଆସନ୍ତା ମାସରେ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟରେ ନକ୍ସଲ ବି‌ରୋଧୀ ଅଭିଯାନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ନୂଆ ଇଲାକାରେ ନିଜର ଉପସ୍ଥିତି ଜାହିର କରିବାର ପ୍ରୟାସ ଉପରେ ସଂପୂର୍ଣ୍ଣରୂପେ ଅଙ୍କୁଶ ଲଗାଇବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ। ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ସ୍ଥାପନ ଏହି ବୈଠକର ମୂଳ ଲକ୍ଷ୍ୟ।

 

ସୂଚନାନୁସାରେ ପ୍ରସ୍ତାବିତ ବୈଠକରେ ନକ୍ସଲମାନଙ୍କ ଦ୍ବାରା ତ୍ରି ଛକ (କର୍ଣ୍ଣାଟକ-କେରଳ-ତାମିଲନାଡ଼ୁ) ଗଠନ କରାଯାଇ ନୂଆ ଇଲାକାରେ ନିଜର ଉପସ୍ଥିତି ଜାହିର କରିବାର ପ୍ରୟାସ ଉପରେ ସଂପୂର୍ଣ୍ଣରୂପେ ଅଙ୍କୁଶ ଲଗାଇବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ।

Related posts

ବିଜିଗୋଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

mahabharatanews

ଗୃହ ୪ଟା ଯାଏଁ ମୁଲତବୀ

mahabharatanews

କାଳବୈଶାଖୀ ପ୍ରଭାବ : ୨୦ ଜିଲ୍ଲାରେ  ସତର୍କ ସୂଚନା ଜାରି 

mahabharatanews