ଓଡିଶା

ପ୍ରବଳ ବର୍ଷା:  ୫୦ରୁ ଅଧିକ ଲୋକ ଆହତ 

(ରାଜସ୍ଥାନ) :  ରାଜସ୍ଥାନର ଟଙ୍କ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଓ ପବନ ହେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ରାତିରୁ ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ ଅନେକ ଜୀବନହାନି ହେବା ସହ ଶତାଧିକ ଘର ଭାଙ୍ଗିରୁଜି ଯାଇଛି।

ସୂଚନାନୁଯାୟୀ , ଶତାଧିକ ଘର ଭାଙ୍ଗିରୁଜି ଯାଇଥିବା ବେଳେ ଆହତମାନଙ୍କୁ ଜିଲ୍ଳାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି।

Related posts

ଖାଲି ପଡିଛି ପୋଲିସ କ୍ୱାଟର, ଏନଟିପିସି କ୍ୱାଟର ମୋହାରେ ପୁଲିସ ବାବୁ

mahabharatanews

ହସ୍ତଶିଳ୍ପ କାରିଗରଙ୍କୁ ରାସନ ସାମଗ୍ରୀ ପ୍ରଦାନ

mahabharatanews

୮ ଦଫା ଦାବିକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ଧାରଣା

mahabharatanews