ଭାରତ

ଆସନ୍ତାକାଲି ଉଦଘାଟିତ ହେବ ନୂତନ ସଂସଦ ଭବନ

(ଦିଲ୍ଲୀ) : ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ ।  ତେବେ ପ୍ରଧାନମନ୍ତ୍ରୀ ଗତକାଲି ଏହି ସଂସଦ ଭବନର ଏକ ଭିଡିଓ ସେୟାର କରିଥିଲେ । ଭିଡିଓ ସେୟାର କରିଥିଲେ । ୭ଟା୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ପୂଜା ପାଇଁ ପହଞ୍ଚିବେସକାଳ ୭:୩୦ରୁ ୮:୩୦ ପର୍ଯ୍ୟନ୍ତ ହୋମ ଏବଂ ପୂଜା ଗାନ୍ଧୀ ମୂର୍ତ୍ତି ନିକଟରେ ମଣ୍ଡପରେ କରାଯିବ |

ସୂଚନାନୁଯାୟୀ ,  ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ସହ ଲେଖିଥିଲେ ଯେ ନୂତନ ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରାଇବ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି #MyParliamentMyPride ହାସ ଟ୍ୟାଗ ଦେଇ ନିଜ ଭଏସଓଭରକୁ ବ୍ୟବହାର କରି ଏହି ଭିଡିଓକୁ ସେୟାର କରନ୍ତୁ ।

 

 

Related posts

ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ 

mahabharatanews

ଆମ ନାଗରିକଙ୍କ ପ୍ରତି ମୋର ନୈତିକ କର୍ତ୍ତବ୍ୟ ରହିଛି: ଏସ ଜୟଶଙ୍କର

mahabharatanews

ଶେଷ ପର୍ଯ୍ୟାୟରେ ‘ଚନ୍ଦ୍ରୟାନ-୩’ର ଉତ୍‌‌କ୍ଷେପଣ 

mahabharatanews