ଓଡିଶା

ବଜ୍ରପାତରେ ୧୯ଗାଈ ମୃତ୍ୟୁ

(ଗଂଜାମ) :  ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ କହିଲେ ନସରେ  । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଦାଙ୍ଗି ଗ୍ରାମ ନିକଟ ଗୁଡ଼ିଆ ତୋଟାରେ ବଜ୍ରପାତ ହୋଇଛି । ତେବେ ଏହି ବଜ୍ରାଘାତରେ ୧୯ଗୋଟି ଗାଈ ଏବଂ ବଳଦର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ , ଆଜି କାଳବୈଶାଖୀ ଯୋଗୁଁ ହଠାତ୍ ପାଗ ବଦଳି ଯିବା ସହ ବର୍ଷ ହୋଇଛି । ବର୍ଷା ପବନ ହେବା ଫଳରେ ଏଣେ ତେଣେ ବୁଲୁଥିବା ଗାଈ ଏବଂ ଗୋରୁମାନେ ଏକ ଆମ୍ବ ଗଛ ନିକଟକୁ ଆସିଥିଲେ । ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହେଲା । ଫଳରେ ଗାଈ ଓ ବଳଦଗୁଡିକର ମୃତ୍ୟୁ ଘଟିଛି ।

Related posts

ଆଉ ମାତ୍ର ଦୁଇ ଦିନ,ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

mahabharatanews

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୮୦ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

mahabharatanews