ଓଡିଶା

ବଜ୍ରପାତରେ ୧୯ଗାଈ ମୃତ୍ୟୁ

(ଗଂଜାମ) :  ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ କହିଲେ ନସରେ  । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଦାଙ୍ଗି ଗ୍ରାମ ନିକଟ ଗୁଡ଼ିଆ ତୋଟାରେ ବଜ୍ରପାତ ହୋଇଛି । ତେବେ ଏହି ବଜ୍ରାଘାତରେ ୧୯ଗୋଟି ଗାଈ ଏବଂ ବଳଦର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ , ଆଜି କାଳବୈଶାଖୀ ଯୋଗୁଁ ହଠାତ୍ ପାଗ ବଦଳି ଯିବା ସହ ବର୍ଷ ହୋଇଛି । ବର୍ଷା ପବନ ହେବା ଫଳରେ ଏଣେ ତେଣେ ବୁଲୁଥିବା ଗାଈ ଏବଂ ଗୋରୁମାନେ ଏକ ଆମ୍ବ ଗଛ ନିକଟକୁ ଆସିଥିଲେ । ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହେଲା । ଫଳରେ ଗାଈ ଓ ବଳଦଗୁଡିକର ମୃତ୍ୟୁ ଘଟିଛି ।

Related posts

ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କ  ମୃତ୍ୟୁ

mahabharatanews

ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥ ଯାତ୍ରୀ ବସ,୧୦ ଆହତ

mahabharatanews

୩୦ରୁ ରାଜ୍ୟରେ ବର୍ଷା ବଢିବ

mahabharatanews