ଓଡିଶା

ଟ୍ରେନ ଦୁର୍ଘଟଣା : ଆରମ୍ଭ ହେଲା ମରାମତି କାମ 

(ବାଲେଶ୍ଵର) : ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରେଳବାଇ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି।

ସେ କହିଛନ୍ତି ଯେ, ଏହି ରୁଟ୍‌ରେ ଦୁର୍ଘଟଣା ନିରୋଧୀ ‘କବଚ’ ଉପଲବ୍ଧ ନ ଥିଲା ‘କବଚ’ ବ୍ୟବସ୍ଥା ଥିଲେ ଟ୍ରେନ୍‌ ଦୁଇଟି ପରସ୍ପର ସହିତ ଧକ୍କା ଖାଇ ନ ଥାଆନ୍ତେ। ଟ୍ରେନ୍‌ ଦୁର୍ଘଟଣା ପରର ସ୍ଥିତି ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ବାହାରି ଆସିଥିବା କଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

Related posts

ବ୍ରିଜ ଉପରୁ ଖସିଲା ଘର ଉପରେ ପଡିଲା ଟ୍ରକ

mahabharatanews

ଲାଞ୍ଚ ନେଇ ଧରାପଡ଼ିଲେ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର

mahabharatanews

ପ୍ରବାସୀ ଫେରନ୍ତା ୨୬ଜଣ ସଂଘରୋଧ ଗୃହରେ ରହିଲେ 

mahabharatanews