ମନୋରଞ୍ଜନ

 ଫିଲ୍ମ ‘ଆଦିପୁରୁଷ’ :୧୦ହଜାର ଟିକେଟ ଫ୍ରି’ରେ ଦେବେ ପ୍ରଯୋଜକ   

(ମୁମ୍ବାଇ) : ଜୁନ ୧୬ ତାରିଖରେ ରିଲିଜ ହେବ ସୁପରଷ୍ଟାର ଓ ‘ବାହୁବଳୀ’ ଫେମ୍‌ ପ୍ରଭାସ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’  । ଆଦିପୁରୁଷ ଫିଲ୍ମ ଦେଖିବା ପାଇଁ କାଶ୍ମିର ଫାଇଲ୍ସ ଓ କାର୍ତ୍ତିକେୟ ୨ର ପ୍ରଯୋଜକ ଅଭି‌ଷେକ ଅଗ୍ରୱାଲ ୧୦ ହଜାର ଟିକେଟ୍‌ କିଣି ଦାନ କରିବେ ବୋଲି କହିଛନ୍ତି। ଏହି ଦାନ ସେ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ କରୁଥିବା ସୂଚନା ଦେଇଛନ୍ତି।

 ସୂଚନାନୁଯାୟୀ , ଏହି ଟିକେଟକୁ ସେ  ମାଗଣାରେ ତେଲେଙ୍ଗାନାର ବିଭିନ୍ନ ସରକାରୀ ସ୍କୁଲ, ଅନାଥ ଆଶ୍ରମ, ଜରାଶ୍ରମକୁ ପ୍ରଦାନ କରି‌ବେ ବୋଲି ସୂଚିତ କରିଛନ୍ତି। ପ୍ରଯୋଜକ ଅଭି‌ଷେକ ଅଗ୍ରୱାଲଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି। ରବିବାର ରାତିରେ ସିନେମା ‘ ଆଦିପୁରୁଷ’ ପାଇଁ ପାଖାପାଖି  ୫୬ ହଜାର ଟିକେଟର ଆଡଭାନ୍ସ ବୁକିଂ ସରିଛି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହା ଭିତରେ

Related posts

ହୃଦଘାତରେ ଆଖି ବୁଜିଲେ ଅଭିନେତ୍ରୀ କବିତା ଚୌଧୁରୀ

mahabharatanews

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି

mahabharatanews

‘ମୁଁ ସୁରକ୍ଷିତ ଏବଂ ଜୀବିତ ଅଛି ‘: ଆଞ୍ଚଲ ତିୱାରୀ

mahabharatanews