ଭାରତ

ଥମୁନି ମଣିପୁର ହିଂସା: କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଲଗାଇଲେ ନିଆଁ

(ମଣିପୁର) :  ମଣିପୁରରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ବିକ୍ଷୋଭକାରୀମାନେ କେନ୍ଦ୍ର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ରାତିରେ ଇମ୍ଫାଲର କୋନବାରେ ଅବସ୍ଥିତ ଆର.କେ ରଂଜନ ସିଂହଙ୍କ ଘରେ ଉପଦ୍ରବୀମାନେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ମଣିପୁର ସରକାରଙ୍କୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ସୁରକ୍ଷା କର୍ମୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସା ବେଳେ ବିକ୍ଷୋଭକାରୀମାନେ ଦୁଇଟି ଘରେ ନିଆଁ ଲଗାଇ ଦେଇଥିଲେ । ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ପୁଣି ହିଂସା ବୃଦ୍ଧି ପାଇଛି । ଗୁଳି ବିନିମୟରେ ୯  ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । କୁପୱାଡ଼ାରେ ସେନାକୁ ବଡ଼ ସଫଳତା, ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କହିଛନ୍ତି ଯେ ସରକାର ସବୁ ସ୍ତରରେ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ।

Related posts

ତୃତୀୟ ଦିନରେ ଶୀତକାଳୀନ ଅଧିବେଶନ

mahabharatanews

ସତର୍କ କରାଇଲା ହୁ, ଦେଶରେ ହ୍ରାସ ପାଉଛି ରୋଗ ପ୍ରତିରୋଧକ ଶକ୍ତି

mahabharatanews

ରାମ ମନ୍ଦିରର ସମ୍ପୂର୍ଣ୍ଣ ହେବ ନିର୍ମାଣ କାର୍ଯ୍ୟ ଶେଷ 

mahabharatanews