ଓଡିଶା

ବିଏମ୍ସି ଟିମ୍ ନେତୃତ୍ୱରେ କରାଯାଇଥିବା ସଫେଇ ଅଭିଯାନରେ ସାମିଲ ହେଲେ ମେୟର ସୁଲୋଚନା

ଆଜି ସକାଳେ ବିଏମ୍ସି ଟିମ୍ ଦ୍ୱାରା ସଫେଇ ଅଭିଯାନ ହୋଇଯାଇଛି । ଏଥିରେ ଏଜି ସ୍କୋୟାର୍ ଓ ଗଭର୍ଣ୍ଣର ହାଉସ୍ ରୋଡ୍ ସଫା କରାଯାଇଥିଲା। ଏହି ସଫେଇ ଅଭିଯାନରେ ବିଏମସି ମେୟର ସୁଲୋଚନା ଦାସ ଏବଂ ବହୁ କର୍ପୋରେଟର ଏବଂ ଅଧିକାରୀ ଗଣ ସାମିଲ ହୋଇଥିଲେ ।

ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ରାସ୍ତା ସଫା କରିଥିଲେ। ସଫେଇ କରିବା ସହ ଗଛ ମଧ୍ୟ ଲଗାଯାଇଥିଲା ।

Related posts

ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

mahabharatanews

ବାଲୁକା କଳା ମାଧ୍ୟମରେ ବୀର ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

mahabharatanews

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews