Uncategorized

ଥମିବାର ନା ନେଉନି ମଣିପୁର ହିଂସା , ପୁଣି ଗଲା ୩ଜୀବନ

ମଣିପୁର: ଥମୁନି ମଣିପୁର ହିଂସା । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଗତକାଲି ମଧ୍ୟ ରାତିରେ ବିଷ୍ଣୁପୁରରେ ଫୁଟିଲା ଗୁଳି । ଘଟଣାସ୍ଥଳରେ ୩ଜଣଙ୍କ ଜୀବନ ଜାଇଛି ।
ସୂଚନା ମୁତାବତ, ଗତକାଲି ରାତିରେ ମଣିପୁର ଉତ୍ତର ପଶ୍ଚିମ ପ୍ରାନ୍ତରେ ଗୁଳିମାଡର ଶବ୍ଦ ଶୁଣାଯାଇଥିଲା । ଡମ୍ପି ପାହାଡି ଇଲାକାରେ ଅଜ୍ଞାତ ଅସ୍ତ୍ରଶସ୍ତ୍ରଧାରୀ ବ୍ୟକ୍ତିଙ୍କ ସହ କୁକି ବିଦ୍ରୋହୀ ମିଶି ସେଠାରେ ମୁତୟନ ହୋଇଥିବା ବିଡିଏଫ୍ ଓ ପୁଲିସ କମାଣ୍ଡୋଙ୍କ ଉପରକୁ ଗୁଳିମାଡ କରିଥିଲେ । ରାତି ସାରା ଗୁଳିମାଡ ଜାରି ରହିଥିଲା । ଏହି ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଜେଏସି ପକ୍ଷରୁ ବନ୍ଦ ପାଳନ

mahabharatanews

ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ବର୍ଷେ

mahabharatanews