ଓଡିଶା

ବିଏମ୍ସି ଟିମ୍ ନେତୃତ୍ୱରେ କରାଯାଇଥିବା ସଫେଇ ଅଭିଯାନରେ ସାମିଲ ହେଲେ ମେୟର ସୁଲୋଚନା

ଆଜି ସକାଳେ ବିଏମ୍ସି ଟିମ୍ ଦ୍ୱାରା ସଫେଇ ଅଭିଯାନ ହୋଇଯାଇଛି । ଏଥିରେ ଏଜି ସ୍କୋୟାର୍ ଓ ଗଭର୍ଣ୍ଣର ହାଉସ୍ ରୋଡ୍ ସଫା କରାଯାଇଥିଲା। ଏହି ସଫେଇ ଅଭିଯାନରେ ବିଏମସି ମେୟର ସୁଲୋଚନା ଦାସ ଏବଂ ବହୁ କର୍ପୋରେଟର ଏବଂ ଅଧିକାରୀ ଗଣ ସାମିଲ ହୋଇଥିଲେ ।

ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ରାସ୍ତା ସଫା କରିଥିଲେ। ସଫେଇ କରିବା ସହ ଗଛ ମଧ୍ୟ ଲଗାଯାଇଥିଲା ।

Related posts

ମାଁ ସାଙ୍କୁଳାଇଙ୍କ ପବିତ୍ର ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

mahabharatanews

ଯୁବ ବିଜେଡିରେ ମିଶ୍ରଣ ପର୍ବ

mahabharatanews

ଗତ ୨୪ ଘଣ୍ଟାରେ ୧୪୧୭ କ୍ବାରେଣ୍ଟାଇନ୍‌ରୁ, ୧୦୦୬ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

mahabharatanews