ମନୋରଞ୍ଜନ

ଗୋଲ୍‌ଡେନ୍‌ ମନ୍ଦିରରେ ପରିଣୀତି ଓ ରାଘବ

(ଦିଲ୍ଲୀ) :  ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ଦିନ ଧରି ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ନେଇ ଚର୍ଚ୍ଚା ପୁଣି ଥରେ ଜପିର ଧରିଛି । ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳଙ୍କୁ ନିକଟରେ  ଅମୃତସରର ସ୍ବର୍ଣ୍ଣ ମନ୍ଦିର ବା ଗୋଲ୍‌ଡେନ୍‌ ଟେମ୍ପଲ୍‌ ଦର୍ଶନ କରିବାକୁ ଯାଇଥିଲେ । ଯାହାର ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

କହିବାକୁ ଗଲେ ,ଉଭୟ ଈଶ୍ବରଙ୍କ ଆଶୀର୍ବାଦ ପାଇଁ ସୁବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟର କିଛି ଫଟୋ ସାମ୍ନାକୁ ଆସିଛି। ସେମାନ ମନ୍ଦିର ଭିତରକୁ କଡା ସୁରକ୍ଷାର ସହ ଯାଇଥିବାରୁ ତାଙ୍କୁ ସମାଲୋଚନା କରିଛନ୍ତି ବ୍ୟବହାରକାରୀ। ମନ୍ଦିର ଭିତରେ ତ ଅନ୍ତତଃ ଦେଖେଇ ହେବା ଗୁଣ ଛାଡ଼ନ୍ତୁ ବୋଲି କେହି କେହି ମତ ରଖିଥିବା ବେଳେ କେହି କେହି ସେମାନଙ୍କ ପାଇଁ ନିୟମ କୋହଳ ହୋଇଥିବା ଲେଖିଛନ୍ତି।

Related posts

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ରାଜ କୁନ୍ଦ୍ରାଙ୍କ ଫିଲ୍ମ

mahabharatanews

୫୮ ତମ ଜନ୍ମଦିନ ପାଳିଲେ ସଲମାନ ଖାନ

mahabharatanews

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ‘ଓଏମ୍‌ଜି ୨’ର ନୂଆ ପୋଷ୍ଟର୍‌

mahabharatanews