ଓଡିଶା

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ରାଜ୍ୟ 

(ଭୁବନେଶ୍ୱର) : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ଗାଁରୁ ସହର ସମସ୍ତ ଶୈବପୀଠରେ ଲୋକାରଣ୍ୟ ଦେଖିବାକୁ ମିଳିଛି । ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ଚାରିଦିଗ । ଭଗବାନ ଶଙ୍କରଙ୍କୁ ଜଳଲାଗି କରିବା ମନ୍ଦିରରେ  କାଉଡ଼ିଆଙ୍କ ଭିଡ଼। ବିଶ୍ୱାସ କରାଯାଏ ଯେ ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରୁଥିବା ଭକ୍ତଙ୍କର ସମସ୍ତ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ।

ସୂଚନାନୁଯାୟୀ ,  ଏହା ବ୍ୟତୀତ ଗ୍ରହର ତ୍ରୁଟି ଦୂର କରିବା ପାଇଁ ସୋମବାର ଉପବାସ ପାଳନ କରାଯାଏ । ସୋମବାର ଦିନ ପାଣିରେ କ୍ଷୀର ମିଶାଇ ଶିବଲିଙ୍ଗକୁ ଅଭିଷେକ କରନ୍ତୁ। ଯଦି ଆପଣଙ୍କର ବିବାହରେ କୌଣସି ଅସୁବିଧା ଅଛି, ତେବେ ମହାଦେବଙ୍କ ପୂଜା କରନ୍ତୁ। ପ୍ରତିଦିନ ନନ୍ଦୀଙ୍କୁ ଭଲରେ ଖାଇବାକୁ ଦିଅନ୍ତୁ, ଏହା ଅସୁବିଧା ଦୂର କରିବ, ଜୀବନରେ ସୁଖ ଏବଂ ସମୃଦ୍ଧତା ଆସିବ।

Related posts

୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ,  ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା 

mahabharatanews

କରୋନାରେ ପ୍ରାଣହରାଇଥିବା ୭ ସାମ୍ୱାଦିକଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି

mahabharatanews

ମଦ ପିଇ ଗାଡି ଚଢ଼ାଇଲେ ବିଧାୟକ !

mahabharatanews