ମନୋରଞ୍ଜନ

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା ; ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ଵସ୍ତି

(ମୁମ୍ବାଇ) : ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ଵସ୍ତି  । ଅଭିନେତାଙ୍କ ସହ ଜଡିତ ଡ୍ରଗ୍ ମାମଲାରେ ରିୟାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି ଏନସିବି ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ନିଜର ଷ୍ଟାଣ୍ଡ ଉପସ୍ଥାପନ କରି ଜାମିନକୁ ଚ୍ୟାଲେଞ୍ଜ କରିବ ନାହିଁ ବୋଲି କହିଛି ।

ସୂଚନାଥାଉ ଯେ, ୨୦୨୦ମସିହାରେ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ଗିରଫ କରାଯାଇଥିଲା। ଅଭିନେତ୍ରୀଙ୍କ ନାଁରେ ଟଙ୍କା ଦେଇ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ହୋଇଥିଲା । ଯାହା ପରେ ବର୍ତ୍ତମାନ କୋର୍ଟ କହିଛନ୍ତି ଯେ, ଡ୍ରଗ୍ସ କିଣିବା ପାଇଁ ଟଙ୍କା ଦେବା ଅର୍ଥ ନୁହେଁ ଯେ ଅଭିନେତ୍ରୀ କୌଣସି ବେଆଇନ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଥିଲେ। ବୋଧହୁଏ ଅଭିନେତ୍ରୀ ଏସବୁ କରିବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କୁ ଏନଡିପିଏସ୍ ମାମଲାରେ ଜାମିନ ମିଳିଛି ।

Related posts

୭୫ତମ ଜନ୍ମଦିନ ପାଳିଲେ ଡ୍ରିମ୍‌ଗାର୍ଲ 

mahabharatanews

ଜାକି ରାକୁଲଙ୍କ ପ୍ରେମ ଚର୍ଚ୍ଚା

mahabharatanews

ଆସନ୍ତାକାଲି ରିଲିଜ ହେବ ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews