ଓଡିଶା

 ଆଜି ୨୪ ତମ କାରଗିଲ ଦିବସ; ଦେଶ ପାଇଁ ଗୌରବର ଦିନ ଟିଏ

(ଭୁବନେଶ୍ୱର) :  ଆଜି ୨୪ ତମ କାରଗିଲ ବିଜୟ ଦିବସ। ଯାହା ଆମ ପାଇଁ ଏକ ଗୌରବର ଦିନ। ୧୯୯୯ ମସିହ ଜୁଲାଇ ୨୬ ତାରିଖରେ ସବୁଠି ଶୁଭୁଥିଲା ” ଭାରତ ମାତା କି ଜୟ ” ର ଧ୍ଵନୀ। ଏହି ଦିନ ପାକ୍ ଅଧୀକୃତ କଶ୍ମୀରକୁ (POK) ନିଜ ଅକ୍ତିଆରକୁ ଆଣିଥିଲା ଭାରତ। ଆମେ ସେନାବାହିନୀର ଅଦମ୍ୟ ସାହସ ଏବଂ ବୀରତ୍ଵ ଆଗରେ ହାର୍ ମାନିଥିଲା ପାକିସ୍ତାନ। ହେଲେ ଏହି ଯୁଦ୍ଧରେ ୫୨୭ ଭାରତୀୟ ଯବାନ ରାଷ୍ଟ୍ରର ସୁରକ୍ଷା ପାଇଁ ସହିଦ ହୋଇଥିଲେ।

ସୂଚନାନୁଯାୟୀ , ଜୁଲାଇ ୨୬, ୧୯୯୯ରେ ୭୩ ଦିନର ଯୁଦ୍ଧ ଶେଷ ହୋଇଥିଲା। ମୌସୁମୀ ଅଧିବେଶନ: ସଂସଦରେ ଥମୁନି ମଣିପୁର ତାତି, ବିରୋଧୀ ଆଣିବେ ଅନାସ୍ଥା ପ୍ରସ୍ତାବ ଯୁଦ୍ଧରେ ମୋଟ୍ ୫୨୭ ସୈନିକ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡ ଅଫିସର, ୪୭୫ ଯବାନ ଥିଲେ। ୧୭୦୦ ପାଖାପାଖି ଆହତ ହୋଇଥିଲେ। ୧୮୦୦ ଫୁଟ ପାହାଡ଼ ଚଢ଼ି ମାତୃଭୂମିକୁ ମୁକ୍ତ କରିଥିଲେ ଭାରତୀୟ ବୀର ଯବାନ ।

Related posts

ଚାଲାଣ ବେଳେ ୧୨ ନାବାଳକଙ୍କ ସମେତ ୮୧ ଦାଦନ ଉଦ୍ଧାର

mahabharatanews

ଆଇନ ଶୃଙ୍ଖଳା ସମ୍ପର୍କିତ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

mahabharatanews

କମୁଛି ରାତି ତାପମାତ୍ରା 

mahabharatanews