ଓଡିଶା

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

(ପୁରୀ) : ଆଜି ବସିବା ପାଇଁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।  ସକାଳ ୧୧ ଟା ସମୟରେ ଶ୍ରୀମନ୍ଦିର ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ ,  ପୂର୍ବରୁ ଦୁଇ ଦୁଇ ଥର ବୈଠକ ବସିବା ନିଷ୍ପତ୍ତି ନିଆଯାଇଥିଲା ହେଲେ ବସିପାରିନଥିଲା । ସେହିପରି ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ହେଲେ ଏହି ବୈଠକରେ ବନକଲାଗି ବିଭ୍ରାଟ, ରତ୍ନଭଣ୍ତାର ଖୋଲିବା ପରି ପ୍ରସଙ୍ଗ ବଷୟରେ ଆଲୋଚନା କରାଯିବ ନାହିଁ ବୋଲି ସୂଚନା ରହିଛି ।

Related posts

ଯୁବକଙ୍କ ମୃତ୍ୟୁ ରହସ୍ୟ ଘେରରେ

mahabharatanews

ଅଗ୍ନିକାଣ୍ଡରେ ୬ ବଖରା ପୋଡ଼ି ପାଉଁଁଶ

mahabharatanews

ଏଣିକି ଥାନାକୁ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସପି ଓ ଡିଏସପି

mahabharatanews