ଓଡିଶା

ଅଗ୍ନିକାଣ୍ଡରେ ୬ ବଖରା ପୋଡ଼ି ପାଉଁଁଶ

ଜୟନ୍ତ ସେଠୀ/ ଗୋପ: ପୁରୀ ଜିଲ୍ଲା ପୁର୍ଗାଦାଶପୁର ଜେନା ସାହିରେ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟି ଲାଗିଥିବା ନିଆଁରେ ଛଅ ବଖରା ପୋଡ଼ି ପାଉଁଶ ହୋଇ ଯାଇଛି। ଜେନା ସାହିର ଧଡୁ ଜେନାଙ୍କ ଛଅ ବଖରା ଘର ପୋଡିଯାଇଛି । ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିଲା ବୋଳେ ଲକ୍ଷ୍ୟାଧିକ ଟଙ୍କାର ଆସବାବପତ୍ର ଭସ୍ମୀଭୂତ ହୋଇଛି। ପିପିଲି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି ।

Related posts

 ଝିଅ ସଂଖ୍ୟା ହ୍ରାସରେ ଓଡିଶା ୬ନମ୍ବର

mahabharatanews

ନନ୍ଦାହାଣ୍ଡିରେ ଭାଲୁ ଆତଙ୍କ

mahabharatanews

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବସିବ ଛତିଶା ନିଯୋଗ ବୈଠକ

mahabharatanews