ଓଡିଶା

ଆସିଲା ଦିନେଶ-ଦୀପିକାଙ୍କ ଡିଏନଏ ରିପୋର୍ଟ

(ବ୍ରହ୍ମପୁର) : ଆସିଲା ଦିନେଶ-ଦୀପିକାଙ୍କ ଡିଏନଏ ରିପୋର୍ଟ।  ରିପୋର୍ଟରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ ।  ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ ଓ ଦୀପିକା। ଗତକାଲି ଥାନାରୁ ସାର୍ଟିଫାଏଡ କପି ଆଣିଥିଲେ ଦୀପିକା।

ସୂଚନାନୁଯାୟୀ , ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ମାସ ମାସ ଧରି ଦାବି କରିଆସୁଛନ୍ତି ବ୍ରହ୍ମପୁରର କେ. ଦୀପିକା। ସେ ଗତ ଅକ୍ଟୋବର ମାସରେ ମହିଳା କମିସନଙ୍କ ନିକଟରେ ଗୁହାରି କରିଥିଲେ। ନିଜ ହକ୍ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ତାଙ୍କୁ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିବା କହିଥିଲେ।

Related posts

ପାଥେର ପୁରୀ ହଷ୍ଟେଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗକୁ ଆଇନଜୀବୀଙ୍କ ବିରୋଧ

mahabharatanews

ଟିକଟକ ନୁହେଁ କ୍ୱାରେଣ୍ଟିଂନସେଣ୍ଟରରେ ଯୋଗ କରିବେପ୍ରବାସୀ, ବସି ନୁହେଁ ଖଟିକି ନେବେ ଟଙ୍କା

mahabharatanews

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

mahabharatanews