ମନୋରଞ୍ଜନ

ରିଲିଜ ହେଲା ସନ୍ନି ଦେଓଲ୍‌ଙ୍କ ଅଭିନୀତ ‘ଗଦର-୨’ 

(ମୁମ୍ବାଇ) : ସନ୍ନି ଦେଓଲ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର୍‌: ଏକ୍‌ ପ୍ରେମ୍‌ କଥା’ର ଦ୍ବିତୀୟ ଭାଗ ‘ଗଦର-୨’ ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିବେ। ଏହାର ପ୍ରମାଣ ଆଡ୍‌ଭାନ୍ସ ଟିକେଟ୍‌ ବୁକିଂରୁ ଜଣାପଡ଼ୁଛି। ଆଜକୁ ୧୦  ଦିନ ହେଲା ଚଳଚ୍ଚିତ୍ରର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ।

ସୂଚନାନୁଯାୟୀ , ମଙ୍ଗଳବାର ଅଗଷ୍ଟ ୮ ତାରିଖ ସଂଧ୍ୟା ସାଢ଼େ ୫ ସୁଦ୍ଧା ସାରା ଦେଶରେ ‘ଗଦର-୨’ର ୧୩୭୮୯୪ଟି ଟିକେଟ ବିକ୍ରି ହୋଇସାରିଛି।  ଅର୍ଥାତ ଏହି ଚଳଚ୍ଚିତ୍ରକୁ ୧୮ ବର୍ଷରୁ କମ୍‌ ପିଲାମାନେ ଦେଖିପାରିବେ ନାହିଁ। ଏଥିସହ ରାଜଧାନୀର ମହାରାଜା ହଲ୍‌ରେ ‘ଗଦର -୨’ର ୨ଟି ଓ ‘ଓଏମ୍‌ଜି-୨’ର ୨ଟି ଲେଖାଏ ସୋ’ ପଡ଼ିବ ବୋଲି ସୂଚନା ମିଳିଛି ।

 

 

 

Related posts

ରଣବୀର କପୁରଙ୍କ ଏହି ଫୋଟୋ ଦେଖି ପାଗଳ ଫ୍ୟାନ୍ସ 

mahabharatanews

୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

mahabharatanews

ଶିଳ୍ପାଙ୍କଠାରୁ ଅଲଗା ହେଲେ ସ୍ୱାମୀ ରାଜ କୁନ୍ଦ୍ରା

mahabharatanews