ମନୋରଞ୍ଜନ

ଜୟା ପ୍ରଦାଙ୍କୁ ଜେଲଦଣ୍ତ ସହ ଜରିମାନା

(ମୁମ୍ବାଇ) : ବଢିଲା ଅଭିନେତ୍ରୀ ତଥା ରାମପୁର ନିର୍ବାଚନମଣ୍ତଳୀର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କ ଅଡୁଆ । ୬ ମାସ ଜେଲଦଣ୍ତ ସହ ଭରିବେ ୫ ହଜାର ଜରିମାନା । ଚେନ୍ନାଇର ରାୟପେଟାର ଏକ ସିନେମା ହଲ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି କରି ଚେନ୍ନାଇର ଏକ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ଜୟପ୍ରଦାଙ୍କ ଥିଏଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ESI ନଦେବା ଅଭିଯୋଗ ହୋଇଥିଲା । ଏହି ସିନେମା ହଲକୁ ଚେନ୍ନାଇର ରାମ କୁମାର ଓ ରାଜା ବାବୁ ପରିଚାଳନା କରନ୍ତି । ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ଇଏସଆଇ ପ୍ରିମିୟମ ଦେବାରେ ବିଫଳ ହୋଇଥିଲା । ଏହାକୁ ବିରୋଧ କରି କିଛି କର୍ମଚାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

 

Related posts

ରଣବୀରଙ୍କ ଜନ୍ମଦିନରେ ଫିଲ୍ମ ‘Animal’ର ଟିଜର ରିଲିଜ 

mahabharatanews

୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

mahabharatanews

ବଲିଉଡକୁ ଘାରିଛି ତମାଖୁ ବିଜ୍ଞାପନ ନିଶା  

mahabharatanews