ମନୋରଞ୍ଜନ

ଧାରାବାହିକ ଅଭିନେତ୍ରୀ ଅପର୍ଣ୍ଣା ପି. ନାୟର୍‌ଙ୍କ ମୃତ ଦେହ ଉଦ୍ଧାର 

(ମୁମ୍ବାଇ) : ମଲାୟାଲମ୍‌ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଧାରାବାହିକୀ ଅଭିନେତ୍ରୀ ଅପର୍ଣ୍ଣା ପି. ନାୟର୍‌ଙ୍କ ମୃତ ଦେହ ଉଦ୍ଧାର । ଫାଶୀ ଲଗାଇ ମରିଥିବା ଅବସ୍ଥାରେ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ଆଜି ପୋଲିସ କହିଛି।

ସୂଚନାନୁଯାୟୀ , ଅପର୍ଣ୍ଣା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କ ସହିତ ରହୁଥିଲେ। ଗୁରୁବାର ରାତି ପ୍ରାୟ ୭.୩୦ରେ ସେ ଜୀବନ ହରାଇଥିବା ଜଣାପଡ଼ିଛି। ଫାଶୀରୁ ଖୋଲି ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ।

Related posts

ନିର୍ବନ୍ଧ ସାରି ମୁମ୍ବାଇ ଫେରିଲେ ପରିଣୀତି

mahabharatanews

୨୧ରେ ଆସୁଛି ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews

ପରଲୋକରେ ଟେଲିଭିଜନ ଉପସ୍ଥାପକ ଉମା ରାମାନନ  

mahabharatanews