ଭାରତ

ଆସନ୍ତାକାଲି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି 

(ଦିଲ୍ଲୀ): ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ । ବାଇଡେନ୍ ନୂଆଦିଲ୍ଲୀରେ ଅନୁଷ୍ଟିତ ହେବାକୁ ଥିବା ଜି-20 ସମ୍ମିଳନୀରେ ଯୋଗ ଦେବା ପାଇଁ ୪ ଦିନିଆ ଭାରତ ଗସ୍ତରେ ଆସିବା ନେଇ ସୂଚନା ରହିଛି । ଯାହା ପରେ ସେ ଭାରତ ଆସିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନାନୁଯାୟୀ,ସେହିପରି ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି. କିଆଙ୍ଗ ଯୋଗଦେବା ନେଇ ସୂଚନା ରହିଛି । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ସୋମବାର ସେପ୍ଟେମ୍ବର 4ରେ ଏହି ସୂଚନା ଦେଇଥିଲେ ।

 

Related posts

ଜି-୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ

mahabharatanews

ପାକିସ୍ତାନ ସେନା ଗୁଳିରେ ୨ ଯବାନ ଆହତ 

mahabharatanews

କେଜ୍ରିୱାଲଙ୍କ ରିମାଣ୍ତ ଅବଧି ଏପ୍ରିଲ୍ ୧ ଯାଏଁ ବୃଦ୍ଧି   

mahabharatanews