ଭାରତ

ଚନ୍ଦ୍ରଯାନ-୩; ପ୍ରଥମ ପ୍ରତିବନ୍ଧକକୁ ପାର କଲା ପ୍ରଜ୍ଞାନ

(ଦିଲ୍ଲୀ) : ଚନ୍ଦ୍ରଯାନ-୩ ସଫଳ ହେବ ପରଠାରୁ ଭାରତର ମହାକାଶ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ପ୍ରଜ୍ଞାନ ରୋଭର ନିଜର ପ୍ରଥମ ଚନ୍ଦ୍ର ପ୍ରତିବନ୍ଧକକୁ ସଫଳତାର ସହ ମୁକାବିଲା କରିଛି। ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିଥିବା ରୋଭର ପ୍ରାୟ ୧୦୦ ମିଲିମିଟର ଗଭୀରତା ବିଶିଷ୍ଟ ଚନ୍ଦ୍ର କ୍ରେଟର ଅତିକ୍ରମ କରିବାରେ ସଫଳ ହୋଇଥିଲା। ଏଭଳି କିଛି ଦେଇଛି ଇସ୍ରୋ ।

ସୂଚନାନୁଯାୟୀ , ତେବେ ରୋଭରର କାର୍ଯ୍ୟରେ କିଛି ସୀମିତତା ରହିଛି। ନେଭିଗେସନ କ୍ୟାମେରା ଫଟୋ ପଠାଇବା ସମୟରେ ସର୍ବାଧିକ ଡିଇଏମ ଯାହା ପାଞ୍ଚ ମିଟର ପାଇଁ ସୃଷ୍ଟି କରାଯାଇପାରିବ। ଅର୍ଥାତ୍‌ ପ୍ରତିଥର ରୋଭରକୁ ଚାଲିବାକୁ ନିର୍ଦ୍ଦେଶ ଦିଆଗଲେ ଏହା ପାଞ୍ଚ ମିଟର ଅତିକ୍ରମ କରିପାରିବ।

Related posts

ସାବଧାନ ! କିଛି ଲୋକ ଆପଣଙ୍କୁ ପିଛା କରୁଛନ୍ତି

mahabharatanews

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା

mahabharatanews

ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ଫରହାନ ଅଖତର

mahabharatanews