ଭାରତ

ରାତ୍ରିଭୋଜନରେ ଡାକି ନୋ ଫ୍ଲାଇଂ ଜୋନ୍ କରିଛନ୍ତି: ଭୂପେଶ

(ଦିଲ୍ଲୀ) : ୨୦୨୩ ପାଇଁ ଜି-୨୦ ଶିଖର ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସବୁ ଅତିଥିଙ୍କ ପାଇଁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ କରିଛନ୍ତି। ଏଥିପାଇଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ରାତ୍ରିଭୋଜନରେ ‌ସାମିଲ ହେବେନି ବୋଲି କହିଛନ୍ତି।

ସୂଚନାନୁଯାୟୀ ,ଏହାପୂର୍ବରୁ ଦିଲ୍ଲୀ ବିମାନବନ୍ଦର ଏକ ବିଜ୍ଞପ୍ତି ଜାରି କରି କହିଥିଲା ଯେ, ଶିଖର ସମ୍ମିଳନୀ ଚାଲିଥିବା ବେଳେ ସାଧାରଣ ବିମାନ ଚଳାଚଳ ଏବଂ ପୂର୍ବରୁ ନିର୍ଦ୍ଧାରିତ ହୋଇନଥିବା ଚାର୍ଟର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିପାରିବେ ନାହିଁ।

Related posts

ପ୍ରସୂତି ମହିଳାଙ୍କ ଲାଗି ଖୁସି ଖବର

mahabharatanews

ଧର୍ମଘଟରେ ବସିଲେ ମମତା ବାନାର୍ଜୀ 

mahabharatanews

ଦିଲ୍ଲୀ ରାଜ ରାସ୍ତାରେ ଗଡିବ ୧୦ ହଜାର ଇ-ବସ୍

mahabharatanews