ଭାରତ

କୋଣାର୍କ ଚକ୍ର ଦେଖି ଅଟକି ଗଲେ ରାଷ୍ଟ୍ରପତି

(ଦିଲ୍ଲୀ) :  କୋଣାର୍କ ଚକ୍ର ବିଷୟରେ ଆମେରିକା ରାଷ୍ଟ୍ରପତିଙ୍କୁ ବୁଝାଇଲେ ମୋଦି । ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା କୋଣାର୍କ ଚକ୍ର ସ୍ଵାଗତ ସ୍ଥଳରେ ଥିବା ବେଳେ ବାଇଡେନଙ୍କୁ ସ୍ଵାଗତ କରିଥିଲେ ମୋଦି । ସ୍ୱାଗତ କଲା ପରେ ପଛରେ ଥିବା କୋଣାର୍କ ଚକ୍ର ବିଷୟରେ ଆଲୋଚନା ହୋଇଥିଲା ଯାହାର ଚିତ୍ର  ଏବେ ଭାଇରଲ ହେବାରେ ଲାଗିଛି । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର ।

ସୂଚନାନୁଯାୟୀ ,  ଅପରାହ୍ଣ ୩ଟାରେ ଦ୍ୱିତୀୟ ଅଧିବେଶନରେ ‘ୱାନ୍ ଫ୍ୟାମିଲି’ ଉପରେ ଆଲୋଚନା କରାଯିବ । ରାତି ୭ଟାରେ ରାତ୍ରିଭୋଜନ ପାଇଁ ପହଞ୍ଚିବେ ଅତିଥି । ରାତି ୮ଟାରେ ରାତ୍ରିଭୋଜନ ରହିଛି । ରାଜା ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ନିର୍ମିତ ହୋଇଥିଲା ଏହି ଚକ୍ର । ୨୪ ବାଇ ଥିବା ଏହି ଚକ ଭାରତର ଜାତୀୟ ପତାକାରେ ମଧ୍ୟ ସାମିଲ କରାଯାଇଛି ।

Related posts

ତାନ୍ତେୱାଡାରେ ପୁଲିସ ଯବାନଙ୍କୁ ହତ୍ୟାକଲେ ମାଓବାଦୀ

mahabharatanews

‘ଅଭ୍ୟାସ’ର ଆକାଶମାର୍ଗ ସଫଳ ପରୀକ୍ଷଣ

mahabharatanews

ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!

mahabharatanews