ଭାରତ

ଅନନ୍ତନାଗରେ ଜଣେ ଆତଙ୍କବାଦୀର ଶବ ଉଦ୍ଧାର

 (ଜାମ୍ମୁକାଶ୍ମୀର) :   ଅନନ୍ତନାଗରେ ଏନ୍‌କାଉଣ୍ଟର୍‌ ଓ ତଲାସ ଅଭିଯାନର ଆଜି ହେଉଛି ୬ଷ୍ଠ ଦିନ । ଅନନ୍ତନାଗର କୋକେରନାଗ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଶବରେ ଥିବା ପୋଷାକକୁ ଦେଖି ତାହା ଜଣେ ଆତଙ୍କବାଦୀର ହୋଇଥିବା ଅନୁମାନ କରିଛି ସେନା । y

 ସୂଚନାନୁଯାୟୀ, ଆଜି ବଡ଼ି ସକାଳୁ ସେ ଅଞ୍ଚଳରେ ତଲାସ ଅଭିଯାନ ପୁନଃଆରମ୍ଭ କରାଯାଇ ଜଣେ ଯବାନ ଓ ଆଉ ଜଣେ ଆତଙ୍କବାଦୀର ଶବ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି। ଗୋଟାଏ ଡ୍ରୋନ୍‌ଦ୍ବାରା ସେ ୨ଜଣଙ୍କ ଶବ ଦେଖାଯାଇଥିଲା। ଏନ୍‌କାଉଣ୍ଟର୍‌ର ୫ମ ଦିନ (ରବିବାର) ମଧ୍ୟ ଆତ୍ମଗୋପନକାରୀ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ସେ ଅଞ୍ଚଳରେ ଭୀଷଣ ଗୁଳି ବିନିମୟ ହୋଇଥିଲା।

Related posts

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍

mahabharatanews

ଦେଶର ୨୦ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଦେଲେ ନିଟ୍ ପରୀକ୍ଷା

mahabharatanews

ବଲିଉଡରେ ନଜର ଆସିବେ ଐଶ୍ୱର୍ଯ୍ୟା

mahabharatanews