ଓଡିଶା

 ‘ଲକ୍ଷ୍ମୀ’ଯୋଜନାକୁ ବିରୋଧ ;  କୋରାପୁଟ ଓ ମାଲକାନଗିରିରେ ବସ ଚଳାଚଳ ବନ୍ଦ

(ଭୁବନେଶ୍ୱର) : ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ଯୋଜନାକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଏ ନେଇ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ । ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ଏହି ଯୋଜନାକୁ ସମର୍ଥନ କରି ବନ୍ଦରେ ସାମିଲ ହେବ ବୋଲି ଘୋଷଣା କରିଛି ।

ସୂଚନାନୁଯାୟୀ , ବାହାର ଜିଲ୍ଲାରୁ କୌଣସି ବେସରକାରୀ ବସକୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ ଆସିବ ନାହିଁ ।
ଲକ୍ଷ୍ମୀ’ଯୋଜନା କୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଆସନ୍ତା 10 ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟ ଡାକରା ଦେଇଛି । ଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ଏହି ଯୋଜନାକୁ ସମର୍ଥନ କରି ବନ୍ଦରେ ସାମିଲ ହେବ ବୋଲି ଘୋଷଣା କରିଛି ।

 

Related posts

କୋଣାର୍କରେ କୋରୋନା ସଂକ୍ରମଣ ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews

କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି

mahabharatanews

ଥରୁଛି ଓଡିଶା ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ 

mahabharatanews