ବିଶ୍ୱ

ପୁଣି ଭୁକମ୍ପରେ ଥରିଲା ଆଫଗାନିସ୍ତାନ

(ଆଫଗାନିସ୍ତାନ)  : ଆଜି ପୁଣି ଭୁକମ୍ପରେ ଥରିଲା ଆଫଗାନିସ୍ତାନ ।  ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଥିବା କଥା ସୂଚନା ମିଳିଛି । ତେବେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୩ ରହିଥିଲା । ଏହାର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ।

 ସୂଚନାନୁଯାୟୀ, ଗତ ଶନିବାର ଦିନ ଆଫଗାନିସ୍ତାନରେ ସଂଘଠିତ ଭୂମିକମ୍ପ ଯୋଗୁଁ କେତୋଟି ଗାଁ ନିଶ୍ଚିହ୍ନ ହୋଇଯିବା ସହିତ ଅନେକ ଘରଦ୍ବାରା ଭାଙ୍ଗିରୁଜି ପ୍ରାୟ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୪୦୦୦ ଅତିକ୍ରମ କରିଯାଇଛି। ଏଥିସହିତ ୨୦ଟି ଗ୍ରାମର ପ୍ରାୟ ୨୦୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।

Related posts

ଯୁଦ୍ଧ ବେଳେ  ସ୍ତ୍ରୀଙ୍କ ସହ ଫଟୋସୁଟ୍‌ କଲେ ରାଷ୍ଟ୍ରପତି ଜେଲେନ୍‌ସ୍କି;ଯାହାକୁ ନେଇ ଟ୍ରୋଲ୍‌ କରୁଛନ୍ତି ଲୋକେ

mahabharatanews

ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍

mahabharatanews

ଉଗ୍ର ରୂପ ନେଲା ସୀମା ବିବାଦ: ଉତ୍ତରକୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଗୁଳି ବିନିମୟ

mahabharatanews