ବିଶ୍ୱ

ପୁଣି ଭୁକମ୍ପରେ ଥରିଲା ଆଫଗାନିସ୍ତାନ

(ଆଫଗାନିସ୍ତାନ)  : ଆଜି ପୁଣି ଭୁକମ୍ପରେ ଥରିଲା ଆଫଗାନିସ୍ତାନ ।  ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଥିବା କଥା ସୂଚନା ମିଳିଛି । ତେବେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୩ ରହିଥିଲା । ଏହାର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ।

 ସୂଚନାନୁଯାୟୀ, ଗତ ଶନିବାର ଦିନ ଆଫଗାନିସ୍ତାନରେ ସଂଘଠିତ ଭୂମିକମ୍ପ ଯୋଗୁଁ କେତୋଟି ଗାଁ ନିଶ୍ଚିହ୍ନ ହୋଇଯିବା ସହିତ ଅନେକ ଘରଦ୍ବାରା ଭାଙ୍ଗିରୁଜି ପ୍ରାୟ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୪୦୦୦ ଅତିକ୍ରମ କରିଯାଇଛି। ଏଥିସହିତ ୨୦ଟି ଗ୍ରାମର ପ୍ରାୟ ୨୦୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।

Related posts

ପରଲୋକରେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ୍ ମଲ୍ରୋନି

mahabharatanews

ଫାଇଟର ଜେଟ ପରେ ଏବେ ପାକିସ୍ତାନକୁ ସବମେରାଇନ ଦେବ ଚୀନ

mahabharatanews

ଉଗ୍ର ରୂପ ନେଲା ସୀମା ବିବାଦ: ଉତ୍ତରକୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଗୁଳି ବିନିମୟ

mahabharatanews