ଭାରତ

ହାଇକୋର୍ଟର ଦ୍ୱାରସ୍ଥ ହେଲେ ସଞ୍ଜୟ ସିଂ

(ଦିଲ୍ଲୀ) : ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଦ୍ୱାରସ୍ଥ ହେଲେ ସଞ୍ଜୟ ସିଂ । ତେବେ ଇଡି କରିଥିବା ଗିରଫଦାରୀକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସାଂସଗ ସଞ୍ଜୟ ସିଂହ । ସେହିପରି ଟ୍ରାଏଲ କୋର୍ଟ ରିମାଣ୍ତକୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବ ।

ସୂଚନାନୁଯାୟୀ , ୨୦୨୧ -୨୨ ଅବକାରୀ ନୀତିରେ ଅର୍ଥ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆପ୍ ରାଜ୍ୟ ସଭା ସାଂସଦ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।  ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଅକ୍ଟୋବର ୪ ତାରିଖରେ ଗିରଫ ହୋଇଛନ୍ତି । । ଇଡି ତାଙ୍କୁ ଆର୍ଥିକ ହେରଫେର ମାମଲାରେ ଗିରଫ କରିଛି । ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

Related posts

ବାୟୁ ଖରାପ ସ୍ତରରେ ରେକର୍ଡ କଲା ଦିଲ୍ଲୀ 

mahabharatanews

ରକେଟ୍ ଲଞ୍ଚିଂ ସିଷ୍ଟମକୁ ଅଧିକ ଶକ୍ତିଶାଳୀ କରିବ ଭାରତୀୟ ସେନା

mahabharatanews

ବିମାନବନ୍ଦର ନିୟମ ଭାଙ୍ଗିଲେ ବିଜେପି ସାଂସଦ

mahabharatanews