ଭାରତ

ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଯଣା , ୭ ମୃତ

ତାମିଲନାଡୁ : ଭୟଙ୍କର ସଡକ ଦୁର୍ଘଟଣାରେ ୭ମୃତ । କାର ଏବଂ ବସ ମଧ୍ୟରେ ଜେଦାର ଟକ୍କର ହେବା ଫଳରେ ଦୁର୍ଘଟଣା ହୋଇଛି । ଏହି ଘଟଣାରେ ଅନେକ ଆହତ ମଧ୍ୟ ହୋଇଥିବା ଖବର ମିଳିଛି ।

ସୂଚନା ମୁତାବକ, ତିରୁବନାମଲାଇ ଜିଲ୍ଲାର ଚଙ୍ଗମ ସହର ପାଖରେ ବସ୍‌ ଷ୍ଟପ ଜାତୀୟ ରାଜପଥ ୭୭ରେ ଏସୟୁଭି ତାମିଲନାଡୁ ରାଜ୍ୟ ପରିବହନ ନିଗମର ଏକ ବସ୍‌ ସହିତ ଧକ୍କା ହୋଇଥିଲା । ଘଟଣାରେ ଆସାମର ୫ ଜଣଙ୍କ ସହିତ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସ ମୃତକଙ୍କ ପରିଚୟ ପାଇଛି । କାର୍‌ଟି ଓଭରଟେକ କରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା । ସମସ୍ତଙ୍କୁ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ଥମୁନି ମଣିପୁର ହିଂସା : ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ମୃତ 

mahabharatanews

୨୫ରେ ଭୋଟ୍‌ ଗ୍ରହଣ

mahabharatanews

ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ ପଠାଇଲା ସିବିଆଇ

mahabharatanews