ଭାରତ

ବିଗ୍ ବସ୍ ୧୭ରେ ହୋଷ୍ଟ କରିବେ କଙ୍ଗନା ରଣାୱତ୍

(ମୁମ୍ବାଇ) :  ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ବିଗ୍ ବସ୍ ୧୭ର ଆଗାମୀ ଏପିସୋଡରେ ନଜର ଆସିବେ । ‘ବିଗ୍ ବସ୍ ୧୭’  ର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କଙ୍ଗନା ସଲମାନ ଖାନଙ୍କ ଶୈଳୀରେ ଶୋ ହୋଷ୍ଟ କରୁଥିବାର ଦେଖିବା ପାଇଁ ମିଳୁଛି ।

ସୂଚନାନୁଯାୟୀ , ଯାହା ଉପରେ ଅଭିନେତ୍ରୀ ତାଙ୍କୁ କହୁଛନ୍ତି ଯଦି ଆପଣଙ୍କ ପରି ସୁନ୍ଦର ମଣିଷ ପ୍ଲଟ୍ କରେ ତେବେ ମୁଁ ନିଶ୍ଚୟ କିଛି ବିଚାର କରିବି । କଙ୍ଗନା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ତେଜସ’ର ପ୍ରସିଦ୍ଧ ସଂଳାପ ଭିଡିଓରେ “ଛେଡୋଗୋ ତୋ ଛୋଡେଙ୍ଗେ ନେହିଁ…” କହୁଥିବାର କହୁଥିବାର ନଜର ଆସୁଛନ୍ତି ।  ଭିଡିଓରେ କଙ୍ଗନା ଏବଂ ସଲମାନ ଖାନ ଦୀପିକା ପାଦୁକୋଣଙ୍କ ଫିଲ୍ମ ‘ରାମ-ଲୀଲା’ର ଗରବା ଗୀତ ‘ନାଗଡା ସାଙ୍ଗ ଢୋଲ୍ ବାଜେ’ରେ ଡ୍ୟାନ୍ସ ମଧ୍ୟ କରିଥିଲେ । ଉଭୟ କଙ୍ଗନା ଏବଂ ସଲମାନ ଗାରବା କରୁଥିବା ଦେଖିବା ପାଇଁ ମିଳିଥିଲା ।

Related posts

ଅଜଣା ରୋଗରେ ଗଲାଣି ୩ମୁଣ୍ଡ

mahabharatanews

 ସୁନୀତା କେଜ୍ରିୱାଲଙ୍କୁ ଭେଟିଲେ ସାଂସଦ ସଞ୍ଜୟ ସିଂ

mahabharatanews

ଆଜି ଛତିଶଗଡ଼଼ ବିଧାନସଭା ନିର୍ବାଚନ

mahabharatanews