ମନୋରଞ୍ଜନ

ଦ୍ଵିତୀୟ ଦିନରେ ‘ଟାଇଗର ୩’ 

(ମୁମ୍ବାଇ)  : ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ଦୀପାବଳି ଅବସରରେ ମୁକ୍ତିଲାଭ କରିସାରିିଛି। ପୂର୍ବରୁ ଏହାର ପୋଷ୍ଟର, ଗୀତ ଏବଂ ଟ୍ରେଲର ସୋସିଆଲ ମିଡିଆରେ ଏକ ଆଲୋଡ଼ନ ସୃଷ୍ଟି କରିସାରିଥିଲା। ଅଗ୍ରୀମ ବା ଆଡ୍‌ଭାନ୍ସ ବୁକିଂ କ୍ଷେତ୍ରରେ ମଧ୍ୟ ‘ଟାଇଗର ୩’ ଆଲୋଚନାର ବିଷୟ ପାଲଟିଥିଲା।

ସୂଚନାନୁଯାୟୀ,ବକ୍ସ ଅଫିସ୍ ସଂଗ୍ରହ ରିପୋର୍ଟ ଅନୁଯାୟୀ ‘ଟାଇଗର ୩’  ପ୍ରଥମ ଦିନରେ ଭାରତରେ ମୋଟ ୪୦ କୋଟି ଟଙ୍କା ରୋଜଗାର କରିବ। ଯେତେବେଳେ କି ସାରା ବିଶ୍ବରେ ଏହି ସଂଖ୍ୟା ୫୦ କୋଟି ଟଙ୍କା ଅତିକ୍ରମ କରିବ। ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ ‘ଟାଇଗର ୩’  ପ୍ରଥମ ଦିନରେ ୮,୭୭,୦୫୫ ଟିକେଟ୍ ବିକ୍ରି କରିଛି, ଯାହା ‘ଟାଇଗର ୩’ ର ଆୟକୁ ଅଧିକ ୩୦ କେଟି ପର୍ଯ୍ୟନ୍ତ ନେଇଯାଇଛି।

Related posts

୧୫୦ଟଙ୍କାରେ ଫିଲ୍ମ ‘ଆଦିପୁରୁଷ’ ଦେଖନ୍ତୁ; କ୍ରିତି

mahabharatanews

ବଲିଉଡ୍‌ ଅଭିନେତା ଶ୍ରେୟସ୍ ହୃଦ୍‌ଘାତରେ ପୀଡ଼ିତ

mahabharatanews

ଆରପାରିରେ ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବଳା, ୬୯ ବର୍ଷ ବୟସରେ ଦେହାନ୍ତ

mahabharatanews