ମନୋରଞ୍ଜନ

ହଲରେ ଟାଇଗର -୩ କ୍ରେଜ

(ମୁମ୍ବାଇ) : ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର ୩  ନଭେମ୍ବର ୧୨ରେ ଦୀପାବଳିରେ ମୁକ୍ତିଲାଭ କରିଛି। ଲୋକେ ଦୀପାବଳି ପାଳନ କରିବା ସହ ଦବଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଭୁଲି ନାହାଁନ୍ତି । ସଲମାନଙ୍କ କ୍ରେଜ୍ ଏତେ ଅଧିକ ଥିଲା ଯେ, ସିନେମା ହଲରେ ଭାଇଜାନାଙ୍କ ଜଲୱା ଦେଖିବା ପାଇଁ ନାହିଁନଥିବା ଭିଡ଼ ଯମିଥିଲା ।

ସୂଚନାନୁଯାୟୀ , ପ୍ରଥମ ଦିନରେ ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ କେତେ କୋଟିର ବ୍ୟବସାୟ କରିଛି । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଚଳଚ୍ଚିତ୍ର ଟାଇଗର-୩ ରିଲିଜକୁ ଡେଟକୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରିଥିଲେ । ଟାଇଗରର ଏହା ହେଉଛି ତୃତୀୟ ଫ୍ରାଞ୍ଚାଇଜ୍ ଯାହା ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରରେ ପୁଣି ଥରେ ସଲମାନ ଖାନ ଏଜେଣ୍ଟ ଭୂମିକାରେ ନଜର ଆସୁଛନ୍ତି ଏବଂ କ୍ୟାଟ୍ରିନା କୈଫ ଜୋୟା ଭୂମିକାରେ ଅଭିନୟ କରୁଥିବାର ଦେଖିବା ପାଇଁ ମିଳୁଛି ।

Related posts

ପୁଣି ଭାଇରଲ ହେଲା ଦୀପିକାଙ୍କ ଫୋଟୋ

mahabharatanews

“ଅଭିନେତା ପାଇଁ ଯାହା ଆବଶ୍ୟକ ଆର୍ଯ୍ୟନ୍‌ ପାଖରେ ନାହିଁ “: ଶାହରୁଖ

mahabharatanews

ଫିଲ୍ମ ‘ଆନିମଲ୍’; କଟିବ ଏହି ଦୃଶ୍ୟ

mahabharatanews