ମନୋରଞ୍ଜନ

ପରଲୋକରେ ଜଣାଶୁଣା ପ୍ରଯୋଜକ ରାଜ୍‌କୁମାର କୋହଲି

(ମୁମ୍ବାଇ) : ଆଉ ନାହାନ୍ତି  ହିନ୍ଦୀ ସିନେମାର ଜଣାଶୁଣା ପ୍ରଯୋଜକ ରାଜ୍‌କୁମାର କୋହଲି । ଯାହା ମନୋରଞ୍ଜନ ଦୁନିଆ ପାଇଁ ଏକ ବଡ଼ ଦୁଃଖ। ୯୩ ବର୍ଷୀୟ ରାଜ୍‌କୁମାର ହୃଦ୍‌ଘାତରେ ଶୁକ୍ରବାର ସକାଳୁ ତାଙ୍କର ‌ଦେହାନ୍ତ ହୋଇଯାଇଛି ।

ସୂଚନାନୁଯାୟୀ , ବଲିଉଡ୍‌ରେ ତାଙ୍କୁ ‘ଜାନି ଦୁଷ୍ମନ୍’, ‘ନାଗିନ୍‌’‘ନୌକର୍‌ ବିବିକା’, ‘ବଦଲେ କି ଆଗ୍‌’, ‘ମୁକାବଲା’ ଓ ‘ରାଜ୍‌ ତିଲକ୍‌’ ପରି ସିନେମା ପାଇଁ ଜଣାଯାଏ। ଇଣ୍ଡଷ୍ଟ୍ରିରେ ସେ ଧର୍ମେନ୍ଦ୍ର, ଜିତେନ୍ଦ୍ର, ଶତ୍ରୁଘ୍ନ ସିହ୍ନା, ଅନିତା ରାଜ୍‌, ସୁନୀଲ ଦତ୍ତଙ୍କ ପରି ଅନେକ ବଡ଼ କଳାକାରଙ୍କ ସହ କାମ କରିଛନ୍ତି। ତାଙ୍କୁ ବାସ୍ତବ ପରିଚୟ ମିଳିଲା ‘ଜାନି ଦୁଷ୍ମନ୍’ ପରେ।

Related posts

ଫିଲ୍ମ ‘ଆନିମଲ୍‌’ ଠୁ ଅଧିକା ଚର୍ଚାରେ ରଣବୀରଙ୍କ ପରି ଫିଗର୍‌

mahabharatanews

 ଗୌରୀ ଖାନଙ୍କୁ ଇଡି ନୋଟିସ

mahabharatanews

ଉଠିଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍

mahabharatanews