ଓଡିଶା

ନିଜ ଦେହରେ ନିଆଁ ଲଗାଇ ଅତ୍ମହତ୍ୟା କଲା ଝିଅ

ଗଞ୍ଜାମ: ନିଜ ଦେହରେ ନିଆଁ ଲଗାଇଲା ଝିଅ । ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମ ବଡ ତୋଟାସାହିରେ । ତେବେ ଛାତ୍ରୀ ଜଣଙ୍କ ସେହି ଗ୍ରାମର ଦେବରାଜ ଗୌଡଙ୍କ କଲେଜ ପଢୁଆ ଝିଅ (୧୭) ପୂଜା ଗୌଡ ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ସରିଲା ସହିଦ ସପ୍ତାହ; ବସ୍‌ ସେବା ସ୍ବାଭାବିକ

mahabharatanews

 ଆରମ୍ଭ ହେଲା ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ

mahabharatanews

ଶିମିଳିପାଳ ଜଙ୍ଗଲରେ ନିଆଁ

mahabharatanews