ଭାରତ

ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ 

(ଦିଲ୍ଲୀ) : ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ । ଶୁକ୍ରବାର ସକାଳ ୧୧ଟାରୁ ଆରମ୍ଭ ହେବ। ପ୍ରଶ୍ନ କାଳରୁ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ବିଧାନସଭାର ଚତୁର୍ଥ ଅଧିବେଶନର ଚତୁର୍ଥ ଭାଗ ବୈଠକର ଏକ ଅଂଶ ହେବ ।

ସୂଚନାନୁଯାୟୀ , ଏହି ଅଧିବେଶନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି କାରଣ ବଜେଟ୍ ଅଧିବେଶନ ପରେ ଏହା ପ୍ରଥମ ଅଧିବେଶନ ହେବ ଯେଉଁଥିରେ ପ୍ରଶ୍ନକାଳ ରହିବ । ଏହି ପ୍ରସଙ୍ଗରେ ଶାସକ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିପାରେ ଏହା ବ୍ୟତୀତ ନିୟମ ୨୮୦ ଅନୁଯାୟୀ ବିଶେଷ ଉଲ୍ଲେଖ ପାଇଁ ପ୍ରସଙ୍ଗ ଗୃହ ସଭାରେ ମଧ୍ୟ ଉଠାଯିବ।

 

Related posts

ଏଣିକି ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ହେଉଥିବା ଖର୍ଚ୍ଚ ଆୟୁଷ୍ମାନରେ ମିଶିବ ।

mahabharatanews

ଭାଙ୍ଗିଲା ଶ୍ରଦ୍ଧା କପୁରଙ୍କ ଗୋଡ଼

mahabharatanews

ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି

mahabharatanews