ଓଡିଶା

ଆଜି ୧୨ ଘଣ୍ଟିଆ  କୁଚିଣ୍ଡା ବନ୍ଦ

(କୁଚିଣ୍ଡା) : ଆଜି ୧୨ ଘଣ୍ଟିଆ  କୁଚିଣ୍ଡା ବନ୍ଦ । କୁଚିଣ୍ଡା ଜିଲ୍ଲା ମାନ୍ୟତା ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଦାବି ନେଇ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି ।

ସୂଚନାନୁଯାୟୀ , ଏହି ବନ୍ଦ ପାଳନକୁ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଙ୍ଗଠନ ସମର୍ଥନ କରୁଥିବାରୁ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।ବନ୍ଦରୁ ଜରୁରୀ ସେବା ଗୁଡ଼ିକୁ ବାଦ୍ ଦିଆଯାଇଛି। ଡାକ୍ତରଖାନା ଓ ଦମକଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି।

Related posts

ଲୋକଙ୍କୁ ସାହାଯ୍ୟ କଲେ, ଗାଇ ଗୋରୁଙ୍କୁ ଭୁଲି ଗଲେ

mahabharatanews

 ବଡ଼ଦିନରେ ଖୋଲିବ ନନ୍ଦନକାନନ 

mahabharatanews

ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

mahabharatanews