ଓଡିଶା

ଦୁର୍ଲଭ କଳା ମହାବଳ

(ଭୁବନେଶ୍ୱର) : କଳାବାଘ ଏବେ ଚର୍ଚାରେ । ଡିସେମ୍ବର ୨୨ ତାରିଖ ଦିନ ‘ଇଣ୍ଡିଆ ଫରେଷ୍ଟ୍‌ ସର୍ଭିସ୍‌ ଅଫିସର୍‌’ ପ୍ରବୀଣ କସ୍ବାଂ ‘ଏକ୍ସ୍‌’ରେ ସେୟାର୍‌ କରିଥିବା ଓଡ଼ିଶାର ଶିମିଳିପାଳରେ ଉଠାଯାଇଥିବା କେତେକ ଦୁର୍ଲଭ କଳାରଙ୍ଗର ମହାବଳ ବାଘ ଫଟୋ ସମସ୍ତଙ୍କୁ ଚକିତ କରିଛି ।

ସୂଚନାନୁଯାୟୀ , କଳାରଙ୍ଗର ଏହି ଦୁର୍ଲଭ ମହାବଳ ବାଘମାନଙ୍କ ‌ଫଟୋ ସେୟାର୍‌ କରିଥିବା ପୋଷ୍ଟ୍‌ରେ ସେ ଲେଖିଛନ୍ତି, ଭାରତର କଳାବାଘ। ଆପଣମାନ‌େ ଜାଣନ୍ତି କି, ଶିମିଳିପାଳରେ କଳାବାଘ ଦେଖାଯାଆନ୍ତି। ଗୁଣସୂତ୍ର ପରିବର୍ତ୍ତନ ଯୋଗୁଁ ସେମାନଙ୍କ ରଙ୍ଗ ଏଭଳି ହୋଇଛି। କିନ୍ତୁ, ବାଘ ଦେହ ଏଭଳି ରଙ୍ଗ ହେବା ଖୁବ୍‌ କ୍ବଚିତ ଦେଖାଯାଏ। କି ସୁନ୍ଦର ଜନ୍ତୁ।

Related posts

ଗଞ୍ଜାମରେ ୧୦୦୦ ଟପିଲା କରୋନା ପଜିଟିଭଙ୍କ ସଂଖ୍ୟା

mahabharatanews

ଘାଟି ରାସ୍ତାରୁ ଜବତ ହେଲା ଦୁଇ କ୍ବିଣ୍ଟାଲ ଗଞ୍ଜେଇ

mahabharatanews

କୋଭିଡ ହସପିଟାଲରେ ଭର୍ତ୍ତି ହେଲେ ହସ୍ତତନ୍ତ ମନ୍ତ୍ରୀ

mahabharatanews