ମନୋରଞ୍ଜନ

ଅଯୋଧ୍ୟାରେ ଉପହାର ଦେଖି କାନ୍ଦିଲେ ରାମ

(ଅଯୋଧ୍ୟା) : ଅଯୋଧ୍ୟା ରାମମନ୍ଦିରରେ ରାମଲଲ୍ଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ସାଉଥ ସୁପରଷ୍ଟାର ପୁଅ ରାମ ଚରଣ ମଧ୍ୟ ସାମିଲ ରହିଥିଲେ। ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ସେ ଦିନ ଜଣେ ଫ୍ୟାନଙ୍କ ଉପହାର ଦେଖି କାନ୍ଦିଲେ ରାମ ଚରଣ ।

ସୂଚନାନୁଯାୟୀ , ଫ୍ୟାନ୍ସ ରାମ ଚରଣଙ୍କୁ ଭେଟି ଶ୍ରୀରାମଙ୍କ ସହିତ ତାଙ୍କର ଏକ ଫଟୋ ଭେଟି ଦେଇଥିଲେ। ଫ‌ଟୋରେ ଆରଆରଆରର ରାମାରାଜୁର ଭୂମିକାରେ ରାମ ଚରଣ ବାମ ହାତରେ ଧନୁ ନେଇ ଛିଡ଼ା ହୋଇଥିବା ବେଳେ ପଛରେ ତାଙ୍କର ଶ୍ରୀରାମଙ୍କ ଫଟୋ ରହିଥିଲା। ଏହି ଫଟୋକୁ ଦେଖିବା କ୍ଷଣି ରାମ ଚରଣ ଭାବୁକ ହୋଇପଡ଼ିଥିଲେ। ଫ୍ୟାନ୍ସଙ୍କ ଠାରୁ ଏହି ଉପହାର ପାଇ ଚୁମ୍ବନ ଦେଇ ଫଟୋରେ ଥିବା ଶ୍ରୀରାମଙ୍କୁ ପ୍ରଣାମ ଜଣାଇଥିଲେ।

Related posts

ଭାଇରଲ ହେଲେ ଅମିତାଭଙ୍କ କପି

mahabharatanews

୫୮ ତମ ଜନ୍ମଦିନ ପାଳିଲେ ସଲମାନ ଖାନ

mahabharatanews

ରିଲିଜ ହେଲା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’

mahabharatanews