ମନୋରଞ୍ଜନ

ରିତୁରାଜଙ୍କୁ ଶେଷ ବିଦାୟ 

(ମୁମ୍ବାଇ) : ଜଣାଶୁଣା ଟିଭି ଅଭିନେତା ରିତୁରାଜ ସିଂଙ୍କ ଦେହାନ୍ତ ହୋଇଛି । ୧୯ଫେବୃଆରୀ ରାତିରେ ଅଭିନେତା ଦୁନିଆକୁ ସବୁ ଦିନ ପାଇଁ ଅଲବିଦା କହି ଆରପାରିକି ଚାଲିଯାଇଛନ୍ତି । ୨୧ଫେବ୍ରୁଆରୀରେ ଅଭିନେତାଙ୍କର ଅନ୍ତିମ ସଂସ୍କାର ସମ୍ପୁର୍ଣ୍ଣ ହୋଇଛି । ରିତୁରାଜଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ଅନେକ କଳାକାର ପହଞ୍ଚିଥିଲେ ।

ସୂଚନାନୁଯାୟୀ ,  ମୁମ୍ବାଇର ଓସିୱାରା ଶ୍ମସାନରେ ଅଭିନେତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଯେଉଁଠାରୁ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ଦେଖିବା ପାଇଁ ମିଳିଥିଲା । ଶେଷ ରୀତିନୀତି ପୂର୍ବରୁ ରିତୁରାଜଙ୍କ ମୃତଦେହ ତାଙ୍କ ଘରକୁ ଅଣାଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ଶେଷ ରୀତିନୀତି ତାଙ୍କ ଝିଅ କରିଛନ୍ତି । ମହିଳାଙ୍କ ସୁରକ୍ଷା” ଉପରେ ଅମ୍ବ୍ରେଲା ଯୋଜନା କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଟିଭି ତାରକାମାନେ ଅଭିନେତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related posts

ରିଲିଜ ହେଲା ‘ଦ କଶ୍ମୀର ଫାଇଲ୍ସ ଅନ୍‌ରିପୋର୍ଟଟେଡ୍‌’ର ଟ୍ରେଲର 

mahabharatanews

ମିସ୍ ୟୁନିଭର୍ସ ୨୦୨୨ ଆର୍ ବୋନୀ ଗେବ୍ରିଏଲ୍

mahabharatanews

 ପରଲୋକରେ ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ 

mahabharatanews