ମନୋରଞ୍ଜନ

ସରିଲା ଆଲିଆଙ୍କ ନିର୍ବନ୍ଧ

(ମୁମ୍ବାଇ) : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଆଜି ତାଙ୍କର ବିଦେଶୀ ପ୍ରେମିକ ଶେନ ଗ୍ରେଗୋହରେଙ୍କ ସହିତ ନିର୍ବନ୍ଧ କରିଥିବା ଜଣାପଡ଼ିଛି।ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେନଙ୍କ ସହ ଫଟୋ ସେୟାର କରି ଆଲିଆ କାଶ୍ୟପ ନିଜେ ଏହି ଖୁସି ଖବର ଦେଇଛନ୍ତି।

ସୂଚନାନୁଯାୟୀ , ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ଦମ୍ପତି ଲିପ୍ ଲକ୍ କରୁଥିବା ଦେଖାଯାଇଛି। ଦ୍ୱିତୀୟ ଫଟୋରେ ଆଲିଆ ତାଙ୍କ ନିର୍ବନ୍ଧ ମୁଦି ଦେଖାଇଛନ୍ତି। ଉଭୟ ଫଟୋରେ ଦମ୍ପତି ନିର୍ବନ୍ଧ କରି କେତେ ଖୁସି ତାହା ଦୃଶ୍ୟମାନ ହେଉଛି। ପ୍ରଶଂସକମାନେ ମଧ୍ୟ ଆଲିଆଙ୍କ ଏହି ଫଟୋଗୁଡ଼ିକୁ ଖୁବ ପସନ୍ଦ କରୁଥିବା ଦେଖାଯାଇଛି।

Related posts

ହାତକୁ ଦି ହାତ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା

mahabharatanews

‘ଅଙ୍କିତାକୁ ବିବାହ କରାଇବାକୁ ଚାହୁନଥିଲୁ’ :ବିକିଙ୍କ ମା  

mahabharatanews

ସଲମାନଙ୍କ ଘର ଆଗରେ ଗୁଳିକାଣ୍ଡ; ଜୋରଦାର ଚାଲିଛି ତଦନ୍ତ 

mahabharatanews