ଭାରତ

ମୋଦିଙ୍କ ପାଇଁ ଗୀତ ଗାଇଲେ କାଶ୍ମୀର ଯୁବକ 

(କାଶ୍ମୀର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ହଟାଇବା ପରେ ଗୁରୁବାର ପ୍ରଥମ ଥର ପାଇଁ କାଶ୍ମୀରେ ରାଲି କରିଛନ୍ତି । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । କାଶ୍ମୀରର ବକ୍ସି ଷ୍ଟାଡିୟମରେ ଆୟୋଜିତ ‘ବିକଶିତ ଭାରତ, ବିକଶିତ ଜାମ୍ମୁ କାଶ୍ମୀର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଜାମ୍ମୁ ଗସ୍ତରେ ଅଛନ୍ତି ।

ସୂଚନାନୁଯାୟୀ , ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଯୁବ ଗାୟକ ଇମ୍ରାନ ଅଜିଜ କାଶ୍ମୀର ଉପତ୍ୟକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ଗୀତ ରଚନା କରିଛନ୍ତି। ଇମ୍ରାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସୁଛନ୍ତି ବୋଲି ମୁଁ ଅନେକ ଦିନରୁ ଶୁଣୁଥିଲି। ଛତିଶଗଡ଼ରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ ତେଣୁ, ମୁଁ ସେମାନଙ୍କ ପାଇଁ କିଛି ଗୀତ ଗାଇବା ଏବଂ ସେମାନଙ୍କ ପାଇଁ କିଛି ତିଆରି କରିବାକୁ ଚିନ୍ତା କଲି । ମୁଁ ତାଙ୍କର ପ୍ରଶଂସକ । ଗୀତ ପ୍ରସ୍ତୁତ କରିବାକୁ ମୋତେ ଏକ ସପ୍ତାହ ସମୟ ଲାଗିଲା । ସେ ବହୁତ ଖୁସି ଯେ ସେ ଏଠାକୁ ମୋଦି ଆସୁଛନ୍ତି ବୋଲି ।

Related posts

ଆତ୍ମସମର୍ପଣ କଲା ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ 

mahabharatanews

୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

mahabharatanews

ମଣ୍ଡିରୁ କଙ୍ଗନା, ମିରଟରୁ ଗୋଭିଲ

mahabharatanews