ଭାରତ

ଶାହଙ୍କ ଘରେ ଜରୁରୀ ବୈଠକ

(ଦିଲ୍ଲୀ) : ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର । ତିନି ଦିନ ଧରି ଦିଲ୍ଲୀରେ ଥିବା ରାଜ୍ୟ ବିଜେପି ନେତୃତ୍ୱ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଅମିତ ଶାହଙ୍କ ଘରେ ବର୍ତ୍ତମାନ ଜରୁରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।

ସୂଚନାନୁଯାୟୀ , ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ବସିଛି ବୈଠକ । ଏହି ବୈଠକରେ ପ୍ରଭାରୀ ବିଜୟପାଲ୍‌ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ହୋଇଛନ୍ତି ସାମିଲ । ଏହା ସହ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି ଆଉ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ବୈଠକରେ ସାମିଲ ଥିବା ସୂଚନା ମିଳିଛି ।

Related posts

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews

ଆଜିଠାରୁ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ଆମେରିକା ଗସ୍ତ

mahabharatanews

ଇଡି ପକ୍ଷରୁ ୩୫ଟି ସ୍ଥାନରେ ଚଢାଉ

mahabharatanews