ମନୋରଞ୍ଜନ

 ତୃତୀୟ ବିବାହ କଲେ ଅଙ୍କିତା ଲୋଖଣ୍ଡେ 

(ମୁମ୍ବାଇ) : ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଅଭିନେତ୍ରୀ ପୁଣି ଥରେ କନ୍ୟା ସାଜି ତୃତୀୟ ଥର ବିବାହ କରିଛନ୍ତି। କିନ୍ତୁ ଏହା ସତ୍ୟ ଯେ ଅଙ୍କିତା ତୃତୀୟ ଥର ପାଇଁ ବିବାହ କରିଛନ୍ତି। ତାଙ୍କର ବିବାହର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ , ଅଙ୍କିତା ତାଙ୍କ ସ୍ୱାମୀ ଭିକିଙ୍କ ସହିତ ରିୟଲିଟି ସୋ ବିଗ୍ ବସ୍ ୧୭ ସିଜିନର ଏକ ଅଂଶ ହୋଇଥିଲେ। ସେତେବେଳେ ସେମାନଙ୍କ ସମ୍ପର୍କରେ ଅନେକ ମତଭେଦ ଦେଖାଦେଇଥିଲା । ଉଭୟଙ୍କ ମଧ୍ୟରେ ବହୁଥର ଝଗଡା ହୋଇଥିଲା ଏବଂ ଏପରିକି କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା। କିଛି ପ୍ରଶଂସକ ଚାହୁଛନ୍ତି ଅଙ୍କିତା ଏବଂ ଭିକି ଅଲଗା ହେବା ଉଚିତ୍ । ବାସ୍ତବରେ ଅଙ୍କିତାଙ୍କ ପ୍ରଶଂସକ ଏବଂ ସାଧାରଣ ଲୋକେ ଶୋ’ରେ ଅଭିନେତ୍ରୀଙ୍କ ସହ ଭିକି ଏବଂ ତାଙ୍କ ମା’ଙ୍କ ଆଚରଣରେ ଅସନ୍ତୁଷ୍ଟ ଅଛନ୍ତି। ଏଭଳି ପରିସ୍ଥିତିରେ ଏହି ବିବାହ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Related posts

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା

mahabharatanews

ଟିକେଟ ଦେବା ପୂର୍ବରୁ ଏମିତି କିଛି ହେଇଥିଲା କହିଲେ କଙ୍ଗନା   

mahabharatanews

‘ଆଦିପୁରୁଷ’ର ଲେଖନଙ୍କୁ ସୁରକ୍ଷା ଯେଗାଇଲା ମୁମ୍ବାଇ ପୋଲିସ

mahabharatanews