ମନୋରଞ୍ଜନ

ବଧୂ ବେଶରେ ରାନୁ ମଣ୍ଡଳ

(ମୁମ୍ବାଇ) : ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣନ୍ତି । ଭାଇରାଲ ହେବା ପରେ ବଲିଉଡରୁ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର ଆସିଥିଲା। ନିକଟରେ ତାଙ୍କର ଏକ ଲୁକ ନରି କିଛି ଲୋକ ସମାଲୋଚନା କରୁଥବା ବେଳେ କିଛି ପ୍ରଶଂସା କରିଛନ୍ତି । କିଛିଦିନ ତଳେ ରାନୁଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା।

ସୂଚନାନୁଯାୟୀ ,  ରାନୁ ମଣ୍ଡଳଙ୍କ ଏହି ଭିଡିଓ ରାବି ପାଲ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏଥିରେ ରାନୁ ଏକ ଲାଲରଙ୍ଗର ଶାଢ଼ି ପିନ୍ଧି ବଙ୍ଗୀୟ ବଧୂ ଭଳି ମୁଣ୍ଡରେ ମୁକୁଟ ଓ ଚନ୍ଦନ ଟୋପା ଲଗାଇ ହାତ‌ରେ ଚୁଡ଼ି ପିନ୍ଧି ସଜେଇ ହୋଇଛନ୍ତି। ଏଭଳି ବେଶରେ ରାନୁ ଗୀତ ବି ଗାଉଛନ୍ତି। ରାନୁଙ୍କୁ ଆଗ ଭଳି ଭଲ ପାଇବା ଦେଲେ ନାହିଁ।  ଯାହାକୁ ଲୋକେ ଏତେଟା ପସନ୍ଦ କରି ନଥିଲେ।

Related posts

‘ଶାହରୁଖ ବଲିଉଡକୁ ନଷ୍ଟ କରି ଦେଇଛନ୍ତି’:ବିବେକ ଅଗ୍ନିହ୍ରୋତୀ 

mahabharatanews

 ‘Criminal Justice 4’ର ଟିଜର ରିଲିଜ

mahabharatanews

ମନ ମୋହୁଛି ଫିଲ୍ମ ‘ଫାଇଟର୍‌’ 

mahabharatanews