ମନୋରଞ୍ଜନ

ଚର୍ଚାରେ ଶ୍ରଦ୍ଧା କପୁରଙ୍କ ପ୍ରେମିକ  

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ହେବ ଖବର ରହିଛି ସେ ‘ତୁ ଝୁଠି ମେ ମକ୍କରା’ରାଇଟର ରାହୁଲ ମୋଦୀଙ୍କୁ ଡେଟ୍ କରୁଛନ୍ତି । ହେଲେ ଏନେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ସୂଚନାନୁଯାୟୀ , ରାହୁଲ ମୋଦୀ ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଣ୍ତିଂ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ। ଉଭୟଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ କୁହାଯାଉଛି ଯେ ଫିଲ୍ମ ‘ତୁ ଝୁଠି ମେ ମକର’ ସୁଟିଂ ସମୟରେ ଦୁହେଁ ନିକଟତର ହୋଇଥିଲେ। ବର୍ତ୍ତମାନ ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବା ପାଇଁ ମିଳିଥାଏ, ହେଲେ ଖବର ରହିଛି ଏହି ଦମ୍ପତି ଶୀଘ୍ର ବିବାହ କରିପାରନ୍ତି ।

Related posts

ଚକଦା ଏକ୍ସପ୍ରେସ ଜରିଆରେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା

mahabharatanews

ଏକ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି “ଧୁରନ୍ଧର”

mahabharatanews

ଭାଇରଲ ହେଲା ସାରା ଓ ରାକ୍ଷୀଙ୍କ ଝଗଡା

mahabharatanews