ଓଡିଶା

ସମସ୍ତ ପଦ ପଦବୀରୁ ଇସ୍ତଫା ଦେଲେ ସୁର ରାଉତରାୟ

(ଭୁବନେଶ୍ୱର) : ସାନ ପୁଅ ମନ୍ମଥ ବିଜେଡିରେ ମିଶିଲା ପରେ କଂଗ୍ରେସର ସବୁ ପଦ ପଦବିରୁ ଇସ୍ତଫା ଦେଇଦେଲେ ବାପା ସୁର ରାଉତରାୟ  । ସବୁ କମିଟିରୁ ଇସ୍ତଫା ଦେଲେ ସମସ୍ତ ପଦ ପଦବୀରୁ ସୁର ରାଉତରାୟଙ୍କ ଇସ୍ତଫା  ।

ସୂଚନାନୁଯାୟୀ , ଆଜି ବିଜେଡିରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କିଛି ଦିନ ତଳେ ସେ ଭାରତୀୟ ବାୟୁ ସେନାରୁ ଅବସର ନେଇଛନ୍ତି । ମନ୍ମଥଙ୍କ ସହ ଭୁବନେଶ୍ୱର, ଜଟଣୀ ଓ ଭୁବନେଶ୍ୱରରୁ ଆସିଥିବା ସମର୍ଥକଙ୍କୁ ଦଳକୁ ସ୍ୱାଗତ ଜଣାଇଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । କ୍ୟାପଟେନ ମନ୍ମଥ ଜଣେ ସୁପରିଚିତ ଚେହେରା । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ।

Related posts

କୋଟିଆବାସୀଙ୍କ ଭରସା ହରାଇବା ଦୁର୍ଭାଗ୍ୟପୂର୍ଣ୍ଣ ନୁହେଁ କି?

mahabharatanews

କରୋନା ଯୁଦ୍ଧରେ ୯୫ ବର୍ଷୀୟ ବୃଦ୍ଧଙ୍କ ବିଜୟ

mahabharatanews

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

mahabharatanews